ୱେବ୍‌ସିରିଜ୍ ନାମରେ ଲକ୍ଷାଧିକ ଟଙ୍କା ଠକେଇ : ନବାଗତ କଳାକାରଙ୍କଠାରୁ ଟଙ୍କା ନେଇଛନ୍ତି

ଚନ୍ଦ୍ରଶେଖରପୁର: ଓଡ଼ିଆରେ ୱେବ୍ ସିରିଜ୍ ନିର୍ମାଣ କରିବା ନାଁରେ ଠକେଇ ଅଭିଯୋଗ ଆସିଛି। ଅବିନାଶ ରାଉତ ନାମକ ଯୁବକ ନିଜକୁ ମୁମ୍ବାଇ ଫେରନ୍ତା ଚଳଚ୍ଚିତ୍ର ନିର୍ଦ୍ଦେଶକ ବୋଲି କହି କିଛି ନବାଗତ କଳାକାରଙ୍କଠାରୁ ଠକେଇ କରିବା ସହ ଯୁବତୀଙ୍କୁ କାଷ୍ଟିଂକାଉଚ୍‌ ଜାଲରେ ଫସାଇଥିବା ଅଭିଯୋଗ ହୋଇଛି। ଏହାଛଡ଼ା ସିରିଜ୍‌ ନିର୍ମାଣ ପାଇଁ ସୁଟିଂରେ ନିୟୋଜିତ ଟେକ୍ନିସିଆନଙ୍କୁ ପାରିଶ୍ରମିକ ଦେଇନଥିବାରୁ ସେମାନେ ମଧ୍ୟ ବିଭିନ୍ନ ଥାନାର ଦ୍ବାରସ୍ଥ ହୋଇଛନ୍ତି। ସୂଚନା ମୁତାବକ, … Continue reading ୱେବ୍‌ସିରିଜ୍ ନାମରେ ଲକ୍ଷାଧିକ ଟଙ୍କା ଠକେଇ : ନବାଗତ କଳାକାରଙ୍କଠାରୁ ଟଙ୍କା ନେଇଛନ୍ତି